ସାପ୍ତାହିକ ପତ୍ରିକା ତରଫରୁ ପାଠକୀୟ ମତାମତ ସଂଗ୍ରହ
ସାପ୍ତାହିକ ପତ୍ରିକା ତରଫରୁ ପାଠକୀୟ ମତାମତ ସଂଗ୍ରହ
ପାଠକଙ୍କ ନାମ :-
ବର୍ତମାନ ଠିକଣା :-
ବ୍ୟକ୍ତିଗତ କାର୍ଯ୍ୟ :-
ଦୂରାଭାଷ :-
୧. ଆପଣ ସାପ୍ତାହିକ ପତ୍ରିକା ଠିକ୍ ସମୟରେ ପାଉଛନ୍ତି - ହଁ / ନାହିଁ
୨. ପତ୍ରିକା ବିତରଣ ଉପରେ ଆପଣ-ସନ୍ତୁଷ୍ଟ / ଅସନୁଷ୍ଟ
୩. ଆପଣ କେତେ ବର୍ଷର ପାଠକ -
୪. ଆପଣ ଏହି ପତ୍ରିକାର ବାର୍ଷିକ ଗ୍ରାହକ ହୋଇଛନ୍ତି କି? - ହଁ / ନାହିଁ
୫. ଆପଣ ନିୟମିତ ପାଠକ ଶୁଳ୍କ ପୈଠ କରୁଛନ୍ତି କି ? - ହଁ / ନାହିଁ
୬. ସପ୍ତାହକ ମଧ୍ୟରେ ପତ୍ରିକାଟିକୁ ସମ୍ପୂର୍ଣ୍ଣ ପଢି ପାରୁଛନ୍ତି କି ? - ହଁ / ନାହିଁ
୭. ଆପଣ ମାସକୁ ଗୋଟିଏ ନୂତନ ପାଠକ ସୃଷ୍ଟି କରିପାରିବେ କି ? - ହଁ / ନାହିଁ
୮. ବାର୍ଷିକ ପାଠକ ସମ୍ମିଳନୀ କରାଗଲେ ଆପଣ ସହଯୋଗ କରିବେ କି ? - ହଁ / ନାହିଁ
୯. ବିଭିନ୍ନ ପତ୍ରିକାର ସମାଜ ବିରୋଧୀ ମନ୍ତବ୍ୟକୁ ମୁଁ ବିରୋଧ କରି ପାରିବି- ହଁ / ନାହିଁ
୧୦. ସମାଜର ପ୍ରତ୍ୟେକ ପରିବାରରେ ଏହି ପତ୍ରିକା ପହଁଚୁ, ଏଥିପାଇଁ ଆପଣଙ୍କ ଭୂମିକା କ’ଣ ରହିବ ?
Comments
Post a Comment