Posts

Showing posts from January, 2023

ସାପ୍ତାହିକ ପତ୍ରିକା ତରଫରୁ ପାଠକୀୟ ମତାମତ ସଂଗ୍ରହ

ସାପ୍ତାହିକ ପତ୍ରିକା  ତରଫରୁ ପାଠକୀୟ ମତାମତ ସଂଗ୍ରହ ପାଠକଙ୍କ ନାମ :- ବର୍ତମାନ ଠିକଣା :- ବ୍ୟକ୍ତିଗତ କାର୍ଯ୍ୟ :- ଦୂରାଭାଷ :-  ୧. ଆପଣ ସାପ୍ତାହିକ ପତ୍ରିକା ଠିକ୍ ସମୟରେ ପାଉଛନ୍ତି - ହଁ / ନାହିଁ   ୨. ପତ୍ରିକା ବିତରଣ ଉପରେ ଆପଣ-ସନ୍ତୁଷ୍ଟ / ଅସନୁଷ୍ଟ  ୩. ଆପଣ କେତେ ବର୍ଷର ପାଠକ -  ୪. ଆପଣ ଏହି ପତ୍ରିକାର ବାର୍ଷିକ ଗ୍ରାହକ ହୋଇଛନ୍ତି କି? - ହଁ / ନାହିଁ   ୫. ଆପଣ ନିୟମିତ ପାଠକ ଶୁଳ୍କ ପୈଠ କରୁଛନ୍ତି କି ? - ହଁ / ନାହିଁ   ୬. ସପ୍ତାହକ ମଧ୍ୟରେ ପତ୍ରିକାଟିକୁ ସମ୍ପୂର୍ଣ୍ଣ ପଢି ପାରୁଛନ୍ତି କି ? - ହଁ / ନାହିଁ   ୭. ଆପଣ ମାସକୁ ଗୋଟିଏ ନୂତନ ପାଠକ ସୃଷ୍ଟି କରିପାରିବେ କି ? - ହଁ / ନାହିଁ   ୮. ବାର୍ଷିକ ପାଠକ ସମ୍ମିଳନୀ କରାଗଲେ ଆପଣ ସହଯୋଗ କରିବେ କି ? - ହଁ / ନାହିଁ   ୯. ବିଭିନ୍ନ ପତ୍ରିକାର ସମାଜ ବିରୋଧୀ ମନ୍ତବ୍ୟକୁ ମୁଁ ବିରୋଧ କରି ପାରିବି- ହଁ / ନାହିଁ  ୧୦. ସମାଜର ପ୍ରତ୍ୟେକ ପରିବାରରେ ଏହି ପତ୍ରିକା ପହଁଚୁ, ଏଥିପାଇଁ ଆପଣଙ୍କ ଭୂମିକା କ’ଣ ରହିବ ?